Indus Valley Times

ଦଶପଲ୍ଲା ଡିହଗାଁ ରେ ବଜ୍ରାଘାତ,ଚାଲିଗଲା ୨ ଜଣଙ୍କ ଜୀବନ

 Breaking News

ଦଶପଲ୍ଲା ଡିହଗାଁ ରେ ବଜ୍ରାଘାତ,ଚାଲିଗଲା ୨ ଜଣଙ୍କ ଜୀବନ

October 14
14:19 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ଦଶପଲ୍ଲା,୧୪/୧୦: ବୁଧବାର ଦିନ ନୟାଗଡ ଜିଲ୍ଲା ରେ ଲଘୁଚାପ ଜନିତ ପ୍ରବଳ ବର୍ଷା ସହ ଘଡଘଡି ଓ ବଜ୍ରପାତ ଲାଗିରହିଛି।ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଡିହଗାଁ ରେ ବଜ୍ରାପାତ ହେବା ଯୋଗୁଁ ଜଣେ ପୁରୁଷ ଓ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି।ବିଲକୁ ଯାଇଥିବା ବେଳେ ବଜ୍ରପାତ ଯୋଗୁଁ ଉଦୟ ନାଥ ପ୍ରଧାନ ଓ ଆଶାଳତା ସାହୁ ଙ୍କ ମୃତ୍ୟୁ ଘଟିଛି।ବଜ୍ରପାତ ଜନିତ ଦୁଇ ଜଣ ଙ୍କ ମୃତ୍ୟୁ କୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031