Indus Valley Times

ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଏକ ମିନିଟ୍ ର ନୀରବ ପ୍ରାର୍ଥନା ଓ ଶପଥ ପାଠ

 Breaking News

ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଏକ ମିନିଟ୍ ର ନୀରବ ପ୍ରାର୍ଥନା ଓ ଶପଥ ପାଠ

August 05
21:54 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ଦଶପଲ୍ଲା,୫/୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ତତ୍ତ୍ଵାବଧାନରେ ଦଶପଲ୍ଲା ବାଣୀ ଗୋଛା ବଙ୍ଗଳା ଠାରେ କରୋନା ଯୋଦ୍ଧା ମାନଙ୍କ ତ୍ୟାଗ ,ଅବିରତ ସଂଗ୍ରାମ କୁ ସମ୍ମାନ ,ସ୍ମରଣ କରିବା ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା ସହ ଶପଥ ପାଠ କରାଯାଇଥିଲା। କରୋନା ନୀତିନିୟମ ପାଳନ କରି କରୋନା ମହାମାରୀ କୁ ପରାଜିତ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ କରୋନା ହାରିବ ଓଡ଼ିଶା ଜିତିବ ଆହ୍ବାନ କୁ ସଫଳ କରିବା ପାଇଁ ଶପଥ କରାଯାଇଥିଲା।
ସେହିଭଳି ଭାବେ ଦ ଶ ପ ଲ୍ଲା ବିଧାୟକ ଙ୍କ ଅନୁରୋଧ କ୍ରମେ ନୂଆଗାଁ ବ୍ଲକ୍ ,ଥାନା ଏବଂ ନିର୍ବାଚନ ମଣ୍ଡଳୀ ର କୋଣ ଅନୁକୋଣରେ କରୋନା ଯୋଦ୍ଧା ଙ୍କ ତ୍ୟାଗ ର ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031