Indus Valley Times

ଦିଲ୍ଲୀ ବାସୀଙ୍କୁ ଉପହାର ଭେଟି ଦେଲେ କେଜରିୱାଲ: ତିନିଦିନ ଇଲେକ୍ଟ୍ରିବସ୍‌ରେ ମାଗଣାରେ ଯାତ୍ରା କରିପାରିବେ

 Breaking News

ଦିଲ୍ଲୀ ବାସୀଙ୍କୁ ଉପହାର ଭେଟି ଦେଲେ କେଜରିୱାଲ: ତିନିଦିନ ଇଲେକ୍ଟ୍ରିବସ୍‌ରେ ମାଗଣାରେ ଯାତ୍ରା କରିପାରିବେ

ଦିଲ୍ଲୀ ବାସୀଙ୍କୁ ଉପହାର ଭେଟି ଦେଲେ କେଜରିୱାଲ: ତିନିଦିନ ଇଲେକ୍ଟ୍ରିବସ୍‌ରେ ମାଗଣାରେ ଯାତ୍ରା କରିପାରିବେ
May 23
21:19 2022

ନୂଆଦିଲ୍ଲୀ ୨୩/୦୫ : ଦିଲ୍ଲୀର ବାସିନ୍ଦାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି। ଖବର ସରବରାହ ସଂସ୍ଥା ଏଏନଆଇ ଅନୁସାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୧୫୦ଟି ଇଲେକ୍ଟ୍ରିକ ବସକୁ ସବୁଜ ସଙ୍କେତ ଦେଖାଇ ସେମାନଙ୍କ ଯାତ୍ରାର ଶୁଭାରମ୍ଭ କରାଇବେ।
ଏଏନଆଇ ଅନୁସାରେ କେଜରିୱାଲଙ୍କ ଦ୍ୱାରା ସବୁଜ ସଙ୍କେତ ଦେଖାଇ ଯାତ୍ରା ଶୁଭାରମ୍ଭ କରିଥିବା ୧୫୦ଟି ଇଲେକ୍ଟ୍ରିକ ବସରେ ଦିଲ୍ଲୀବାସୀମାନେ ଏବେ ୩ ଦିନ ପର‌୍ୟ୍ୟନ୍ତ ମାଗଣାରେ ଯାତ୍ରା କରିପାରିବେ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ଏହା ସହିତ ପ୍ରଦୂଷଣ ମୁକ୍ତ ପରିବହନକୁ ପ୍ରୋତ୍ସାହନ ଦେବାରେ ଦିଲ୍ଲୀ ସରକାରଙ୍କ ଏହା ଆଉ ଏକ ପଦକ୍ଷେପ ହେବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031