Indus Valley Times

ଦିଲ୍ଲୀ ହାଇକୋର୍ଟର ଗୁରୁତ୍ତ୍ୱପୁର୍ଣ୍ଣ ନିର୍ଦ୍ଦେଶ: ଏକା ଗାଡ଼ି ଚଳାଇଲେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ

 Breaking News

ଦିଲ୍ଲୀ ହାଇକୋର୍ଟର ଗୁରୁତ୍ତ୍ୱପୁର୍ଣ୍ଣ ନିର୍ଦ୍ଦେଶ: ଏକା ଗାଡ଼ି ଚଳାଇଲେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ

ଦିଲ୍ଲୀ ହାଇକୋର୍ଟର ଗୁରୁତ୍ତ୍ୱପୁର୍ଣ୍ଣ   ନିର୍ଦ୍ଦେଶ: ଏକା ଗାଡ଼ି ଚଳାଇଲେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ
April 07
13:36 2021

ଦିଲ୍ଲୀ , ୭ /୪ : ବୁଧବାର ଦିନ ଦିିଲ୍ଲୀ ହାଇକୋଟ ଗୁରୁତ୍ତ୍ୱପୁର୍ଣ୍ଣ ନିର୍ଦ୍ଦେଶ ଜାରି କରିଛଛନ୍ତି । ଏଣିକି କାର, ପବ୍ଲିକ ପ୍ଲେସ ଓ ଏକା ଗାଡି ଚଳାଉଥିଲେ ବି ମାସ୍କ ପିନ୍ଧିବା ଜରୁରୀ ବୋଲି ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏକା ଗାଡ଼ି ଚଳାଉଥିଲେ ମାସ୍କ ପିନ୍ଧିବା ଜରୁରୀ ଅଟେ ।
କୋର୍ଟ କହିଛି ଏହା ହେଉଛି ଆପଣଙ୍କ ସୁରକ୍ଷା , ଆପଣ ଯେତେ ନିୟମ ମାନିବେ କରୋନା ଠାରୁ ସେତିକି ଦୁରେଇ ରହିବେ ଏବଂ ଆପଣଙ୍କ ପରିବାର ମଧ୍ୟ ଏହା ଠାରୁ ଦୁରେଇ ରହିବ । କୋର୍ଟ କହିଛନ୍ତି କି ଆପଣ ଯେତେବେଳେ ଟ୍ରାଫିକରେ ଗାଡି ରଖୁଛନ୍ତି ସେତେବେଳେ ଆପଣ ଗାଡିର ଡୋର ଖୋଲି ଭିଡ ଉପରେ ନଜର ରଖୁଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031