Indus Valley Times

ଧଳପୁର-ଆଠମଲ୍ଲିକ ସେତୁ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ

 Breaking News

ଧଳପୁର-ଆଠମଲ୍ଲିକ ସେତୁ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ

April 28
19:54 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୪/୪: ବୁଧବାର ଦିନ ବୌଦ୍ଧ ଜିଲ୍ଲା ମହାନଦୀ ଉପରେ ନିର୍ମାଣ ହେଉଥିବା ଧଳପୁର-ଆଠମଲ୍ଲିକ ସେତୁ କାର୍ଯ୍ୟ ପରିଦର୍ଶନ କରିଛନ୍ତି ପୂର୍ତ୍ତ ଓ କୋଠାବାଡି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ । ମନ୍ତ୍ରୀଙ୍କ ସହ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଓ ଆଠମଲ୍ଲିକ ବିଧାୟକ ରମେଶ ସାଏ ଉକ୍ତ ସେତୁ କାର୍ଯ୍ୟ ବୁଲି ଦେଖିଥିଲେ । ଏହା ସହ ଉକ୍ତ ସେତୁ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031