Indus Valley Times

ଧୁଳିଗଡ଼ ପଂଚାୟତ ସମିତି ସଭ୍ୟା କଂଗ୍ରେସ ଦଳ ଛାଡି ବିଜେଡିରେ ଯୋଗଦାନ

 Breaking News

ଧୁଳିଗଡ଼ ପଂଚାୟତ ସମିତି ସଭ୍ୟା କଂଗ୍ରେସ ଦଳ ଛାଡି ବିଜେଡିରେ ଯୋଗଦାନ

November 05
18:42 2020

ଯାଜପୁର,୫/୧୧: ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଙ୍କ ଉପସ୍ଥିତିରେ ଦାନଗଦି ବ୍ଲକ ଧୁଳିଗଡ଼ ପଂଚାୟତର ସମିତି ସଭ୍ୟା ଆରତୀ ନାୟକ କଂଗ୍ରେସ ଦଳ ଛାଡି ବିଜେଡି ରେ ଯୋଗଦାନ କରିଛନ୍ତି । ବିଧାୟକ ଦଳୀୟ ଉତରଣୀ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ସମିତି ସଭ୍ୟା ଆରତୀ ନାୟକ ଯୋଗଦାନ ଧୁଳିଗଡ଼ ପଂଚାୟତରେ ବିଜେଡି ସଂଗଠନ ଆହୁରି ମଜବୁତ ହେବ ବୋଲି କହିଛନ୍ତି ବିଧାୟକ ଘଡେଇ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031