Indus Valley Times

ନକ୍ସଲଙ୍କ ନିର୍ମମ କାଣ୍ଡ; ନାବାଳକଙ୍କୁ ପିଟି ପିଟି ମାରିଦେଲେ

 Breaking News

ନକ୍ସଲଙ୍କ ନିର୍ମମ କାଣ୍ଡ; ନାବାଳକଙ୍କୁ ପିଟି ପିଟି ମାରିଦେଲେ

ନକ୍ସଲଙ୍କ ନିର୍ମମ କାଣ୍ଡ; ନାବାଳକଙ୍କୁ ପିଟି ପିଟି ମାରିଦେଲେ
August 15
16:26 2024

ମାଲକାନଗିରି, ୧୫/୮: ସ୍ୱାଧୀନତା ଦିବସରେ ମାଓବାଦୀଙ୍କ ବର୍ବରକାଣ୍ଡ। ୧୬ ବର୍ଷର ସ୍କୁଲ ଛାତ୍ରଙ୍କୁ ନିର୍ମମ ହତ୍ୟା। ପୁଲିସ ଇନଫର୍ମର ସନ୍ଦେହରେ ସ୍କୁଲ ଛାତ୍ରକୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଛତିଶଗଡ ସୁକମା ଅଞ୍ଚଳ ପୁବର୍ତି ଗାଁର ସୋୟମ ଶଙ୍କରଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ଜଣାପଡ଼ିଛି।
ସ୍କୁଲରୁ ଘରକୁ ଫେରୁଥିଲେ ସୋୟମ। ଗତକାଲି ବଳମ୍ବିତ ରାତିରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସୋୟମଙ୍କ ଦେହରେ ସ୍କୁଲ ୟୁନିଫର୍ମ ରହିଛି। ମାଓନେତା ହିଡମାଙ୍କ ନିଜ ଗାଁ ହଉଛି ପୁବର୍ତି। ଆଉ ସେହି ଗାଁର ଛାତ୍ରକୁ ନିର୍ମମ ଭାବେ ହତ୍ୟା କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031