Indus Valley Times

ନନ୍ଦନକାନନ ଆସିଲେ ୫ ଓରାଙ୍ଗଉଟାନ, ଏସଟିଏଫ୍ କରିବ ତଦନ୍ତ

 Breaking News

ନନ୍ଦନକାନନ ଆସିଲେ ୫ ଓରାଙ୍ଗଉଟାନ, ଏସଟିଏଫ୍ କରିବ ତଦନ୍ତ

ନନ୍ଦନକାନନ ଆସିଲେ ୫ ଓରାଙ୍ଗଉଟାନ, ଏସଟିଏଫ୍ କରିବ ତଦନ୍ତ
September 09
13:02 2026

ଭୁବନେଶ୍ୱର,୯/୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।
ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ପରେ ବନ ବିଭାଗ ପକ୍ଷରୁ ସେମାନଙ୍କୁ ସୁରକ୍ଷିତ ଭାବେ ନନ୍ଦନକାନନକୁ ଅଣାଯାଇଛି।
ଏଠାରେ ୫ଟି ଓରାଙ୍ଗଉଟାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। କ୍ୱାରେଣ୍ଟାଇନ୍‌ରେ ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।
ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନନ୍ଦନକାନନର ବିଶେଷଜ୍ଞ ଟିମ୍ ନଜର ରଖିଛି। ଆବଶ୍ୟକ ପରୀକ୍ଷା ଓ ନିରୀକ୍ଷଣ ପରେ ଓରାଙ୍ଗଉଟାନଗୁଡ଼ିକୁ ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930