Indus Valley Times

ନିମ୍ନ ମାନର କାର୍ଯ୍ୟର ଜ୍ଵଳନ୍ତ ଉଦାହରଣ : ପାଣିରେ ପଡିଲା ଲକ୍ଷାଧିକ ଟଙ୍କା , ବର୍ଷେ ନପୂରୁଣୁ ଭୁଶୁଡିଲା ପାଚେରୀ

 Breaking News

ନିମ୍ନ ମାନର କାର୍ଯ୍ୟର ଜ୍ଵଳନ୍ତ ଉଦାହରଣ : ପାଣିରେ ପଡିଲା ଲକ୍ଷାଧିକ ଟଙ୍କା , ବର୍ଷେ ନପୂରୁଣୁ ଭୁଶୁଡିଲା ପାଚେରୀ

ନିମ୍ନ ମାନର କାର୍ଯ୍ୟର ଜ୍ଵଳନ୍ତ ଉଦାହରଣ : ପାଣିରେ ପଡିଲା ଲକ୍ଷାଧିକ ଟଙ୍କା , ବର୍ଷେ ନପୂରୁଣୁ ଭୁଶୁଡିଲା ପାଚେରୀ
July 17
19:51 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୭/୭:ପାଣିରେ ପଡିଲା ସରକାରଙ୍କ ଲକ୍ଷାଧିକ ଟଙ୍କା ର କାମ । ଗୋଟିଏ ରାତିର ବର୍ଷା ରେ ପାଚେରୀ ଭୁଶୁଡିଲା ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡ ନିକଟରେ ଥିବା ଆଦର୍ଶ ପୋଖରୀ ପାଖରେ ।
ଏନ.ଏ.ସି ସୌନ୍ଦର୍ଯ୍ୟ କରଣ ପାଇଁ ପୋଖରୀର ଚତୁଃପାର୍ଶ୍ଵ ରେ ଗତ ବର୍ଷ ପାଚେରୀ ନିର୍ମାଣ କରାଯାଇଥିଲା ଗତ ରାତିର ଗୋଟିଏ ବର୍ଷାରେ ପାଚେରୀ ଧୋଇ ନେଇଛି ।
ବର୍ଷେ ନପୂରୁଣୁ ପାଚେରୀ ଭାଙ୍ଗିଥିବା ଯୋଗୁଁ ଏହା ଅତି ନିମ୍ନ ମାନର ହୋଇଥିବା ଯୋଗୁଁ ଏକ ନିରପେକ୍ଷ ତଦନ୍ତ କରିବା ପାଇଁ ବୁଦ୍ଧିଜୀବୀ ମହଲରୁ ଦାବୀ ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031