Indus Valley Times

ନୟାଗଡ଼: କରୋନା ସମୟରେ ଗ୍ରାମବାସୀଙ୍କ ଦୁଃଖସୁଖର ସାଥି ମନ୍ତ୍ରୀ ଅରୁଣ ସାହୁ

 Breaking News

ନୟାଗଡ଼: କରୋନା ସମୟରେ ଗ୍ରାମବାସୀଙ୍କ ଦୁଃଖସୁଖର ସାଥି ମନ୍ତ୍ରୀ ଅରୁଣ ସାହୁ

July 05
20:31 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୫/୭: ନୟାଗଡ଼ ମହାମାରୀ କରୋନା ସମୟରେ ଗ୍ରାମବାସୀଙ୍କ ସହିତ ଦୁଃଖସୁଖରେ ଅଛନ୍ତି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ। ନୟାଗଡ଼ ନିର୍ବାଚନୀ ମଣ୍ଡଳୀ ର ବିଭିନ୍ନ ଗ୍ରାମକୁ ଗ୍ରାମ ବୁଲିବୁଲି ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ନିଜେ ବୁଝୁ ଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ସାହୁ। ନୟାଗଡ଼ ବ୍ଲକ ଅନ୍ତରଗତ ଭାଟସାହି ପଞ୍ଚାୟତ ସରପଞ୍ଚ କିଶୋର ଚନ୍ଦ୍ର ସାହୁ ଙ୍କୁ ସାଥିରେ ଧରି ବିଭିନ୍ନ ଗ୍ରାମରେ ବୁଲି ଲୋକ ମାନଙ୍କ ସୁବିଧା ଅସୁବିଧା ବୁଝିବା ସହ ପଞ୍ଚାୟତ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଉନ୍ନୟନମୂଳକ କାର‌୍ୟ୍ୟ ର ତଦାରଖ କରିଛନ୍ତି ନୟାଗଡ଼ ବିଧାୟକ ତଥ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031