Indus Valley Times

ନୟାଗଡ଼ ଜିଲ୍ଲାରୁ ପ୍ରଥମ ବ୍ୟଙ୍ଗ ପତ୍ରିକା ବ୍ୟଙ୍ଗ କଲମ ଉନ୍ମୋଚନ

 Breaking News

ନୟାଗଡ଼ ଜିଲ୍ଲାରୁ ପ୍ରଥମ ବ୍ୟଙ୍ଗ ପତ୍ରିକା ବ୍ୟଙ୍ଗ କଲମ ଉନ୍ମୋଚନ

ନୟାଗଡ଼ ଜିଲ୍ଲାରୁ ପ୍ରଥମ ବ୍ୟଙ୍ଗ ପତ୍ରିକା ବ୍ୟଙ୍ଗ କଲମ ଉନ୍ମୋଚନ
August 23
11:16 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୩/୮: ନୟାଗଡ଼ ଜଗନ୍ନାଥ ମନ୍ଦିର ସମ୍ମୁଖରେ ବ୍ୟଙ୍ଗ କାର ରବିନ୍ଦ୍ର ରାଉତଙ୍କ ଦ୍ଵାରା ସମ୍ପାଦିତ ଜିଲ୍ଲାର ପ୍ରଥମ ବ୍ୟଙ୍ଗ ପତ୍ରିକା ବ୍ୟଙ୍ଗ କଲମ ଉନ୍ମୋଚନ ହୋଇଯାଇଛି। ଉତ୍କଳଘଣ୍ଟ ଯଦୁମଣି ଙ୍କ କାବ୍ୟ କବିତା ରୁ ବ୍ୟଙ୍ଗ କଲମ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା ସମାଜ ପରିବର୍ତ୍ତନ ରେ ସହାୟକ ହେବ ବୋଲି ସମ୍ପାଦକ ରବୀନ୍ଦ୍ର ରାଉତ ଆଶା ରଖିଛନ୍ତି।
ଏହି ଉନ୍ମୋଚନ କାର୍ଯ୍ୟକ୍ରମ ରେ ନାଟ୍ୟକାର ଡ. ବିଜୟ କୁମାର ଚୌଧୁରୀ, ସାହିତ୍ୟିକ ତଥା ସାମ୍ବାଦିକ ରାମକୃଷ୍ଣ ରଥ, କାଉନସିଲର କିଶାନ ଦାସ, ଆଇନଜୀବୀ ମନୋରଞ୍ଜନ ମହାପାତ୍ର, ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ଅଶୋକ ନାୟକ, କାଉନସିଲର ଲକ୍ଷ୍ମୀଧର ମହାପାତ୍ର, ଅଧ୍ୟାପକ ଆଶୁତୋଷ ମିଶ୍ର, ପ୍ରଭାସିନୀ ବରାଡ, ରୋଟାରୀ ଆନ ଧିରେନ୍ଦ୍ର ପଟ୍ଟନାୟକ,ନିଳିମା ନନ୍ଦ ପ୍ରମୁଖ ଉପସ୍ଥିତ ରହି ଭୁଲ ବାଟକୁ ଯାଉଥିବା ଲୋକମାନଙ୍କୁ ଏହି ପତ୍ରିକା ଠିକ ବାଟକୁ ଫେରାଇ ଆଣିବା ରେ ସାହାଯ୍ୟ କରିବ ବୋଲି ପ୍ରକାଶ କରିଥିଲେ। ପରିଶେଷରେ ସମ୍ପାଦକ ରବିନ୍ଦ୍ର ପ୍ରଧାନ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031