Indus Valley Times

ନୟାଗଡ଼ : ଟିପିସିଓଡିଏଲ କାର୍ଯ୍ୟାଳୟରେ ତାଲା

 Breaking News

ନୟାଗଡ଼ : ଟିପିସିଓଡିଏଲ କାର୍ଯ୍ୟାଳୟରେ ତାଲା

August 03
19:44 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩/୮ : ନୟାଗଡ଼ ନୁଆ ରାଜ ବାଟି ସ୍ଥିତ ଟିପିସିଓଡିଏଲ କାର‌୍ୟ୍ୟାଳୟ ରେ ତାଲା। ନୂଆ ରାଜବାଟୀ ରେ ଘର ଭଡ଼ା ନେଇ ଅଫିସ କରିଥିବା ଟିପିସିଓଡିଏଲ ଘର ଭଡ଼ା ଦେଇ ନଥିବାରୁ ଅଫିସ କୁ ତାଲା ପକାଇଛନ୍ତି ରାଜ୍ୟବାଟି କର୍ମଚାରୀ।
ଦିର୍ଘ ୧୭ ମାସର ଘରଭଡ଼ା ୧ ଲକ୍ଷ ୩୬ ହଜାର ଟଙ୍କା ବକେୟା ଥିବାବେଳେ ବାରମ୍ବାର ଟଙ୍କା ମାଗୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ। ବାଧ୍ୟ ହୋଇ ନୂଆ ରାଜବାଟି କର୍ମଚାରୀ ମାନେ ତାଲା ପକାଯାଇଥିବା ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031