Indus Valley Times

ନୟାଗଡ଼ : ବିଜୁ ମହତାବ ସ୍ୱେତ୍ସାସେବୀ ଅନୁଷ୍ଠାନ ପକ୍ଷରୁ ନିଆରା ଢଙ୍ଗରେ ଶିଶୁଦିବସ ପାଳନ

 Breaking News

ନୟାଗଡ଼ : ବିଜୁ ମହତାବ ସ୍ୱେତ୍ସାସେବୀ ଅନୁଷ୍ଠାନ ପକ୍ଷରୁ ନିଆରା ଢଙ୍ଗରେ ଶିଶୁଦିବସ ପାଳନ

November 15
10:41 2022

ବିଶ୍ୱଭୂଷଣ ମହାପାତ୍ର / ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୫/୧୧: ଇଟାମାଟି ଗ୍ରାମରେ ଗଢ଼ି ଉଠିଥିବା ବିଜୁ ମହତାବ ସ୍ୱେତ୍ସାସେବୀ ଅନୁଷ୍ଠାନ ପକ୍ଷରୁ ଶିଶୁ ଦିବସ ପାଳିତ
ହୋଇଯାଇଛି । ଶିଶୁଙ୍କୁ ଉଚିତ ସମ୍ମାନ ଦେବା, ଭଲ ପାଇବା ଓଶିଶୁଙ୍କର ଭବିଷ୍ୟତ ଶକ୍ତି କରିବା ଉଦ୍ଦେଶ୍ୟରେ ଏହି ଉତ୍ସବ ପାଳନକରାଯାଇଛି ।
ପ୍ରତ୍ୟେକ ଶିଶୁଙ୍କୁ ପ୍ରେରଣା ଦେବା ଲକ୍ଷ୍ୟ ରେ ଆଜିବାମନ ଅବକାଶ ହାଇସ୍କୁଲ ଠାରେ ଶିଶୁ ଦିବସ ୨୦୨୨ ପାଳନକରାଯାଇଥିଲା ।
ଏଥିରେ ସମାଜ ସେବୀ ଭାଗିରଥ ବାଇ ଙ୍କସଭାପତିତ୍ବ ରେ ଏକ ସଭା ର ଆୟୋଜନ କରାଯାଇଥିଲା ଏଥିରେମୁଖ୍ୟ ଅତିଥ୍ ଭାବେ ସାଓରମଲ୍ଲ ଅଗ୍ରୱାଲା, ସମ୍ମାନିତ ଅତିଥ୍ ଭାବେଅଶୋକ କୁମାର ନାୟକ, ସମିତି ସଭ୍ୟା ଗୋଲାପ ରାଣୀ ସେଠୀ,ଶ୍ରବଣ କୁମାର ରାମ ଯୋଗ ଦେଇଥିଲେ ।
ଏଥିରେ ୧୦୦ ଉର୍ଦ୍ଧ୍ବପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ଏହି କାର‌୍ୟ୍ୟକ୍ରମ କୁ ସହଯୋଗ
କରିଥିଲେ ସଚ୍ଚିତା ନନ୍ଦ ସାଥୁଆ, କୃପା ସିନ୍ଧୁ ପ୍ରଧାନ, କ୍ରିଷ୍ଣା କୁମାରଅଗ୍ରୱାଲା, ଦିଲ୍ଲୀପ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ଶ୍ୟାମପାତ୍ର, ଇଟାମାଟି ର ବହୁ ବୁଦ୍ଧିଯିବି ଓ ଶିକ୍ଷକ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031