Indus Valley Times

ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସିନ୍ଦୁରିଆ ପଞ୍ଚାୟତ ତଦାରଖ

 Breaking News

ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସିନ୍ଦୁରିଆ ପଞ୍ଚାୟତ ତଦାରଖ

October 04
18:31 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୪/୧୦ : ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସିନ୍ଦୁରିଆ ପଞ୍ଚାୟତ ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ପଞ୍ଚାୟତ ରେ ମୁଖ୍ୟତଃ ପାନୀୟଜଳ ସମସ୍ୟାର ଅଭିଯୋଗ ହେଉଥିବାରୁ ପଞ୍ଚାୟତ ଅଫିସରଙ୍କୁ ତିନିଦିନ ମଧ୍ୟରେ ସମସ୍ୟାର ସମାଧାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।
ଏହି ଗସ୍ତ ଅବସରରେ ମନ୍ତ୍ରୀ ଡ. ସାହୁଙ୍କ ଉପସ୍ଥିତି ରେ ରଜିବୁର୍ ରହମାନ ଖାନ୍, ନୁରୁଦିନ ଖାନ , ସରଦଭୁକ୍ ମଲ୍ଲିକ , ସମଜାନ୍ ବେଗମ , କମରଦିନ ଖାନ୍ ପ୍ରମୁଖ କଂଗ୍ରେସ ଏବଂ ବିଜେପି ଦଳ ତ୍ୟାଗ କରି ବିଜୁ ଜନତା ଦଳ ରେ ସାମିଲ ହୋଇଥିଲେ।
ଏହି ମିଶ୍ରଣ ପର୍ବରେ ରାଜ୍ୟ ସାଧାରଣ ସମ୍ପାଦକ ଅନୱର ଅଲ୍ଲୀ, ସ୍ଥାନୀୟ ସରପଞ୍ଚ ଏବଂ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930