Indus Valley Times

ନୟାଗଡ଼: ସମର୍ପଣରେ ରଜ ଉତ୍ସବ ପାଳନ

 Breaking News

ନୟାଗଡ଼: ସମର୍ପଣରେ ରଜ ଉତ୍ସବ ପାଳନ

June 16
12:04 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୬/୬: ନୟାଗଡ଼ ଲେଖନପୁର ସ୍ଥିତ ବୃଦ୍ଧା ଶ୍ରମ (ସମର୍ପଣ) ଅନ୍ତୋବାସୀ ମାନେ ମଙ୍ଗଳବାର ଦିନ ରଜ ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ୟୁକୋ ବ୍ୟାଙ୍କର ଅବସରପ୍ରାପ୍ତ ପରିଚାଳକ ସୁରେନ୍ଦ୍ର କୁମାର ମହାପାତ୍ରଙ୍କ ପରିବାର ପକ୍ଷରୁ ଅନ୍ତୋବାସୀ ମାନଙ୍କୁ ନିଜ ଘରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ରଜ ପିଠା ଏବଂ ରଜ ପାନ ବଣ୍ଟନ କରାଯାଇଥିଲା। ଅନ୍ତେବାସୀ ମାନେ ଆନନ୍ଦ ଉଲ୍ଲାସର ସହ ସମସ୍ତଙ୍କ ଗହଣରେ ପିଠାର ମଜା ନେଇ ରଜ ପାଳନ କରିଥିଲେ। ଏହି କାର‌୍ୟ୍ୟକ୍ରମରେ ସମର୍ପଣ ପରିବାର ପକ୍ଷରୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅରୁଣ କୁମାର ମହାନ୍ତି, ପ୍ରସନ୍ନ କୁମାର ବସନ୍ତିଆ , ଧିରେନ୍ଦ୍ର କୁମାର ପଟ୍ଟନାୟକ , ସିଲୁ ମହାପାତ୍ର ଏବଂ ଚିଣ୍ଟୁ ମହାପାତ୍ର ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031