Indus Valley Times

ନୟାଗଡ଼: ୧୯୮୫ ମସିହା ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ ଉତ୍ସବ

 Breaking News

ନୟାଗଡ଼: ୧୯୮୫ ମସିହା ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ ଉତ୍ସବ

February 09
19:30 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୯/୨: ନୟାଗଡ଼ ଭାପୁର ବ୍ଲକ ବାଇଗୁଣିଆ ତନ୍ତୁବାୟ ସହଯୋଗ ଉଚ୍ଚ ବିଦ୍ୟାଳୟର ୧୯୮୫ ମସିହା ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ ଉତ୍ସବ ସ୍ଥାନୀୟ ପୂର୍ଣ୍ଣବାସି ମନ୍ଦିର ପ୍ରାଙ୍ଗଣରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଦିର୍ଘ ପଚିଶ ବର୍ଷ ପରେ ସାଙ୍ଗସାଥୀ ମାନେ ପରସ୍ପରଙ୍କୁ ଦେଖି ବହୁତ ଖୁସି ଅନୁଭବ କରିଥିଲେ। ପ୍ରାକ୍ତନ ଖେଳ ଶିକ୍ଷକ ଏକାଦଶୀ ମହାରଣା ଏବଂ ସଂସ୍କୃତ ଶିକ୍ଷକ ରାଧାନାଥ ପରିଡାଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ସେମାନଙ୍କ ସହିତ ଦିର୍ଘ ପଚିଶ ବର୍ଷ ତଳର ସ୍ମୃତି ବାଣ୍ଟିଥିଲେ ଛାତ୍ରଛାତ୍ରୀ । ଧିରେନ୍ଦ୍ର କୁମାର ଧଳ, ନାରାୟଣ ମହାରଣା, ସରୋଜ କୁମାର ଦାସ, ପ୍ରମୋଦ ମହାରଣା, ସରୋଜ କୁମାର ସେଠୀ, ଗଣେଶ୍ୱର ମହାରଣା, ସରୋଜ କୁମାର ସାହୁ, ମନୋଜ କୁମାର ଦାସଙ୍କ ସହଯୋଗରେ ସମସ୍ତ ବନ୍ଧୁ ଏକତ୍ରିତ ହୋଇ ପାରିଥିବାରୁ ସେମାନଙ୍କୁ ସମସ୍ତ ବନ୍ଧୁ ଧନ୍ୟବାଦ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031