Indus Valley Times

ନୟାଗଡ ଜିଲ୍ଲାରେ ଆଉ ନୂଆ ୬୧ କରୋନା ଆକ୍ରାନ୍ତ ଚିହ୍ନଟ

 Breaking News

ନୟାଗଡ ଜିଲ୍ଲାରେ ଆଉ ନୂଆ ୬୧ କରୋନା ଆକ୍ରାନ୍ତ ଚିହ୍ନଟ

August 07
20:41 2020

କିଶୋର ମହାପାତ୍ର ଙ୍କ ରିପୋର୍ଟ
ନୟାଗଡ,୭/୮: ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ନୟାଗଡ ଜିଲ୍ଲାରେ ଶୁକ୍ରବାର ଦିନ ଆଉ ନୂଆ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଏହି ୬୧ ଜଣ କରୋନା ଆକ୍ରାନ୍ତ ଙ୍କ ମଧ୍ୟରୁ ନୟାଗଡ ବ୍ଲକ୍ ରୁ ୨ ଜଣ,ନୟାଗଡ ପୌରାଞ୍ଚଳ ରୁ ୨ ଜଣ,ନୂଆଗାଁ ବ୍ଲକ୍ ରୁ ୨ ଜଣ,ଓଡ଼ଗାଁ ବ୍ଲକ୍ ରୁ ୧୬ ଜଣ,ରଣପୁର ବ୍ଲକ୍ ରୁ ୧୫ ଜଣ,ଖଣ୍ଡପଡ଼ା ବ୍ଲକ୍ ରୁ ୨ ଜଣ,ଭାପୁର ବ୍ଲକ ରୁ ୫ ଜଣ,ଦଶପଲ୍ଲା ବ୍ଲକ୍ ରୁ ୮ ଜଣ,ଗଣିଆ ବ୍ଲକରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031