Indus Valley Times

ନୟାଗଡ ଜିଲ୍ଲାରେ ପୁଣି ୨୯ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖା ୫୩୭

 Breaking News

ନୟାଗଡ ଜିଲ୍ଲାରେ ପୁଣି ୨୯ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖା ୫୩୭

ନୟାଗଡ ଜିଲ୍ଲାରେ ପୁଣି ୨୯ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖା ୫୩୭
July 29
22:38 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୟାଗଡ / ନୂଆଗାଁ: ରାଜ୍ୟରେ କରୋ ନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ନୟାଗଡ ଜିଲ୍ଲାରେ ମଧ୍ୟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିଛି । ବୁଧବାର ଦିନ ଆଉ ୨୯ ଜଣ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ି ୫୩୭ ରେ ପହଞ୍ଚିଛି।
ଆକ୍ରାନ୍ତ ହୋଇଥିବା ନୂଆ ୨୯ ଜଣଙ୍କ ମଧ୍ୟରୁ ଭାପୁର ବ୍ଲକ ରୁ ୨୨ ଜଣ,ଦଶପଲ୍ଲା ବ୍ଲକ୍ ରୁ ୨ ଜଣ,ରଣପୁର ବ୍ଲକ୍ ରୁ ୨ ଜଣ,ଖଣ୍ଡପଡ଼ା ବ୍ଲକ୍ ରୁ ଜଣେ ଏବଂ ନୟାଗଡ ମ୍ୟୁନିସିପାଲିଟି ରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031