Indus Valley Times

ନୟାଗଡ ଜିଲ୍ଲାରେ ୪୯୪ କରୋନା ଆକ୍ରାନ୍ତ ସୁସ୍ଥ

 Breaking News

ନୟାଗଡ ଜିଲ୍ଲାରେ ୪୯୪ କରୋନା ଆକ୍ରାନ୍ତ ସୁସ୍ଥ

August 03
21:47 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୟାଗଡ,୩/୮: ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ନୟାଗଡ ଜିଲ୍ଲାରେ ସୋମବାର ଦିନ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ଦଶପଲ୍ଲା ବ୍ଲକ୍ ରୁ ୫୧ ଜଣ,ଭାପୁର ବ୍ଲକ ରୁ ୧୯ ଜଣ,ଗଣିଆ ବ୍ଲକ ରୁ ୧୭ ଜଣ,ନୟାଗଡ ବ୍ଲକ୍ ରୁ ୩୯ ଜଣ,ଖଣ୍ଡପଡ଼ା ବ୍ଲକ୍ ରୁ ୫୪ ଜଣ,ନୂଆଗାଁ ବ୍ଲକ୍ ରୁ ୩୮ ଜଣ,ଓଡ଼ଗାଁ ବ୍ଲକ୍ ରୁ ୧୪୮ ଜଣ,ରଣପୁର ରୁ ୫୧ ଜଣ ଏବଂ ନୟାଗଡ ପୌରାଞ୍ଚଳ ରୁ ୪୦ ଜଣ ଏହିପରି ଭାବେ ଗତକାଲି ୪୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ।ଜିଲ୍ଲାରେ ସୋମବାର ଦିନ ଆଉ ୩୭ ଜଣ କରୋ ନା ଆକ୍ରାନ୍ତ ସୁସ୍ଥ ହେବା ଫଳରେ ସୁସ୍ଥ ହେବା ସଂଖ୍ୟା ୪୯୪ ରେ ପହଞ୍ଚିଥିବା ବେଳେ ୩ ଜଣ କରୋ ନା ଆକ୍ରାନ୍ତ ପ୍ରାଣ ହରାଇଥିବା ଜଣାପଡ଼ିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031