Indus Valley Times

ନୟାଗଡ ଜିଲ୍ଲା ରେ ଆର୍ଥିକ ସାକ୍ଷରତା ଓ ସାମାଜିକ ଅଧିକାର ଯୋଜନା,(ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ନୟାଗଡ ଜିଲ୍ଲା ରେ ଆର୍ଥିକ ସାକ୍ଷରତା ଓ ସାମାଜିକ ଅଧିକାର ଯୋଜନା,(ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ ଜିଲ୍ଲା ରେ ଆର୍ଥିକ ସାକ୍ଷରତା ଓ ସାମାଜିକ ଅଧିକାର ଯୋଜନା,(ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ
December 09
19:42 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୯/୧୨ : ନୟାଗଡ ଜିଲ୍ଲା ରେ ଆର୍ଥିକ ସାକ୍ଷରତା ଓ ସାମାଜିକ ଅଧିକାର ଯୋଜନା,(ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ ତତ୍ତ୍ଵ ବଧାନରେ ଜିଲ୍ଲାରେ, ବ୍ଲକ କନଫରେନ୍ସ ଗୃହ ଠାରେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲପାଳ – କର୍ଣ୍ଣଦେବ ସମାଦର,DLSA- ଅଞ୍ଜଳି ମାଚକୁଣ୍ଡ (resource person), Deputy collector- ତପ୍ତୀ ରାଜ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ – ପୁଷ୍ପଲତା ପାତ୍ର,LDM- ଲୋହିତ ନନ୍ଦ (Resource person), ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ – ସର୍ବେଶ୍ଵର ପାଣିଗ୍ରାହୀ,DC HUB – ସୌମ୍ୟରଞ୍ଜନ ଦାଶ,PO-CUM-PO- ଜୟଶ୍ରୀ ପ୍ରଧାନ ମାଚାସୀନ ହୋଇ ମହିଳା ସଶକ୍ତିକରଣ ର ଜିଲ୍ଲା ସଂଯୋଜକ ସୌମ୍ୟ ରଞ୍ଜନ ଦାଶ ମଞ୍ଚ ପରିଚାଳନା ସହିତ ବେଟି ବଚାଓ ବେଟି ପଢ଼ାଓ ର ମୂଳ ଲକ୍ଷ୍ୟ, ଅଧିକାର, ସମାନତା, ସାମାଜିକ ସୁରକ୍ଷା ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ଏବଂ ଜିଲ୍ଲା ର ସମସ୍ତ CDPO, Supravisor, Teacher, PRI ମେମ୍ବର,AWW, ASHA, କିଶୋରୀ ବାଳକ ବାଳିକା, SHG ମେମ୍ବର ମଧ୍ୟ ଉପସ୍ଥିତ ଥିଲେ, ଏବଂ ଶେଷରେ ସାରାକର ଙ୍କ ତରଫରୁ ଆସିଥିବା ୧୦୦୦/- ଟଙ୍କା ଚାରି ଜଣ କିଶୋରୀ ବାଳକ ବାଳିକା ଙ୍କୁ ୪୦୦୦/- ପୁରସ୍କୃତ କରାଗଲା ।
ଏବଂ ଶେଷରେ PO Cum PO ମାଡାମ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031