Indus Valley Times

ନୟାଗଡ଼ : ଇଟାମାଟି ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନା

 Breaking News

ନୟାଗଡ଼ : ଇଟାମାଟି ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନା

July 04
19:23 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୪/୭: ନୟାଗଡ଼ ଇଟାମାଟି ପଞ୍ଚାୟତ ରେ ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସୋନାଲୀକା ମନ୍ଥନ , ସଭାପତି ଲକ୍ଷ୍ମୀ ପ୍ରିୟା ଦାସ, ଅଙ୍ଗନୱାଡି କର୍ମୀ ଶ୍ରୀମତୀ ସରୋଜିନୀ ସାହୁ , ୱାର୍ଡ ମେମ୍ବର ସୁରେଶ କୁମାର ଲେଙ୍କା, ଶ୍ରୀମତୀ ବୁଧେଇ ଦେଇ, ଶ୍ରୀ କୃଷ୍ଣ ନାୟକ ଏବଂ ଆଶାକର୍ମୀମାନେ ଯୋଗଦେଇ ଇଟାମାଟି ଗ୍ରାମର ପ୍ରତ୍ୟେକ କ ୱାର୍ଡ ରେ ବୁଲି ବୁଲି କରୋନା ସଚେତନତା କରାଇବା ସହ ମାସ୍କ ବାଣ୍ଟିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031