Indus Valley Times

ନୟାଗଡ଼ : ତିନି ମାସର ଝିଅକୁ ଧରି ରାଜରାସ୍ତାରେ ମହିଳା

 Breaking News

ନୟାଗଡ଼ : ତିନି ମାସର ଝିଅକୁ ଧରି ରାଜରାସ୍ତାରେ ମହିଳା

May 28
11:39 2021

ନୟାଗଡ଼, ୨୮/୫: ଝିଅ ହବାରୁ ସ୍ବାମୀ ଘରୁ ତଡା ଖାଇ ରାଜରାସ୍ତାରେ ବୁଲୁଛନ୍ତି ନୟାଗଡ଼ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମର ଝିଅ ତଥା ଡିଆଁପଡା ପଥରକଟା ଗ୍ରାମର ବୋହୁ ଅନିତା ସେଠି। ଅନିତା ଙ୍କ ଅଭିଯୋଗ ତାଙ୍କର ଝିଅ ହୋଇଥିବା ର ସ୍ବାମୀ ଶୁଶାନ୍ତ ସେଠି ଓ ତାଙ୍କ ଘର ଲୋକ ତାଙ୍କୁ ମାଡ ଗାଳି ଦେଇ ଘରୁ ବାହାର କରି ଦେଇଛନ୍ତି। ଝିଅ ଜନ୍ମ ହେବାପରଠୁ ବାରମ୍ବାର ଏପରି ଘଟୁଛି। ଏସମ୍ପର୍କରେ ଅନିତା ପୁର୍ବରୁ ଟାଉନଥାନା ରେ ଅଭିଯୋଗ କରିଥିଲେ । ସ୍ବାମୀ ଶୁଶାନ୍ତ ଙ୍କ ପରିବାର ଲୋକେ ସମାଧାନ କରି ନେଇଥିଲେ। କିଛି ଦିନ ପରେ ପୁଣି ଝିଅ କାହିଁକି ଜନ୍ମ କଲୁ କହି ଘରୁ ବାହର କରି ଦେଇଛନ୍ତି। ନ୍ୟାୟ ପାଇବା ଆଶାରେ ସାତ ମାସର ଝିଅ କୁ ଧରି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ କାନ୍ଦୁଥିଲେ ମଧ୍ୟ ତା କଥା ଶୁଣିବାକୁ କେହି ନଥିଲେ। ଥାନା କୁ ଯାଇ ପୁନର୍ବାର ଅଭିଯୋଗ କରିବାକୁ ଗଲେ ମଧ୍ୟ ମୋ କଥା ଥାନାରେ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଅନିତା ସେଠି।କାନ୍ଦିକାନ୍ଦି କହୁଛନ୍ତି ସାତ ମାସର ଝିଅ କୁ ନେଇ ମୁଁ ଯିବି କେଉଁଆଡେ, ମୁଁ ମୋ ସ୍ବାମୀ ପଖରେ ରହିବାକୁ ଚାହେଁ ମୋତେ ନ୍ୟାୟ ଦିଆଯାଉ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031