Indus Valley Times

ନୟାଗଡ଼ : ନିଖିଳ ଓଡ଼ିଶା କୈବର୍ତ୍ତ ମହାସଂଘର ବୈଠକ

 Breaking News

ନୟାଗଡ଼ : ନିଖିଳ ଓଡ଼ିଶା କୈବର୍ତ୍ତ ମହାସଂଘର ବୈଠକ

ନୟାଗଡ଼ : ନିଖିଳ ଓଡ଼ିଶା କୈବର୍ତ୍ତ ମହାସଂଘର ବୈଠକ
September 03
20:53 2021

ରଶ୍ମି ରଞ୍ଜନ ପରିଡ଼ାଙ୍କ ରିପୋର୍ଟ
ଗଣିଆ , ୩/୯: ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ବେଲପଡ଼ା ପଞ୍ଚାୟତ ର ରାଉତପଡା ଗ୍ରାମରେ କରୋନା କଟକଣା କୁ ଆଖି ଆଗରେ ରଖି ଶୁକ୍ରବାର ଦିବା ୧ଘଣ୍ଟିକା ସମୟରେ ନିଖିଳ ଓଡ଼ିଶା କୈବର୍ତ୍ତ ମହାସଂଘ ର ଏକ ଗୁରୁତତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ଗ୍ରାମଟି ରେ ସମ୍ପୂର୍ଣ କୈବର୍ତ୍ତ ସମାଜର ଲୋକ ବସବାସ କରନ୍ତି ।
ଏନେଇ ଏହି ବୈଠକ ରେ ଗ୍ରାମର ସମସ୍ତ ଲୋକ ଉପସ୍ଥିତ ଥିବା ସହିତ ଆଖପାଖ ରେ ଥିବା କୈବର୍ତ୍ତ ଗ୍ରାମର ମୁଖ୍ୟ ମୁଖ୍ୟ ଲୋକ ଯୋଗଦେଇ ସମ୍ପୂର୍ଣ ସହଯୋଗ କରିଥିଲେ।ଏ
ହି ବୈଠକ ରେ କୈବର୍ତ୍ତ ମହାସଂଘର ଦୃଢ଼ୀକରଣ, ସମ୍ପୁର୍ଣ୍ଣ ବେବସ୍ଥା ର ଉନ୍ନତି ର ପର୍ଯ୍ୟାୟ ସହିତ ସରକାରୀ ଓ ବେସରକାରୀ ସହଯୋଗ କଥା ଆଲୋଚନା କରାଯାଇଥିଲା।
ଆଜିର ବୈଠକ ରେ ମୁକ୍ଷ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା। ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସଭାପତି ମୋନୋଜ ବେହେରା,ଜିଲ୍ଲା ସଭାପତି ମହେଶ୍ୱର ସାହୁ ପ୍ରମୁଖ ଯୋଗ ଦେଇ ନିଜେ ନିଜର ବାର୍ତ୍ତା ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031