Indus Valley Times

ନୟାଗଡ଼: ପାଣିପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ସାଂସଦ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା

 Breaking News

ନୟାଗଡ଼: ପାଣିପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ସାଂସଦ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା

ନୟାଗଡ଼: ପାଣିପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ସାଂସଦ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା
November 23
19:49 2022

ବିଶ୍ୱ ଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୩/୧୧: ନୟାଗଡ଼ ସହରକୁ ଲାଗିକରି ଥିବା ଲଷ୍ମୀପ୍ରସାଦ ପଞ୍ଚାୟତର ଶହ ଶହ ଲୋକ ଦୀର୍ଘଦିନ ହେଲା ପିଇବା ପାଣି ପାଇଁ ଡହକ ବିକଳ ଅବସ୍ଥାରେ ରହି ଆସୁଥିଲେ।
ପିଇବା ପାଣି ମୁନ୍ଦେ ପାଇଁ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଉଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସହରକୁ ଆସୁଥିବା ମହାନଦୀ ପାଣିକୁ ପଞ୍ଚାୟତ ବାସୀ ବ୍ୟବାହାର କରିବାକୁ ବାଧ୍ୟ୍ୟ ହୋଇଥିଲେ।
ହେଲେ କିଛିଦିନ ପୂର୍ବେ ପାଣି ଚୋରିକୁ ନେଇ ଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ ପୋଲିସ କରିଥିଲା ସର୍ଜିକାଲ ଷ୍ଟ୍ରାଇକ।
ଅନେକଙ୍କ ଘରୁ ପାଣି ସଂଯୋକ ବିଛିନ୍ନ କରି ଶହେରୁ ଉର୍ଦ୍ଧ୍ବ ଲୋକଙ୍କ ନାମରେ ସଦର ଥାନାରେ ମାମଲା ରୁଜୁ କରିଥିଲା ପୋଲିସ।
ମୁନ୍ଦେ ପିଇବା ପାଣି ପାଇଁ ଥାନାରେ ମାମଲା ହୋଇଥିବା ଶୁଣି ସେହି ଲୋକଙ୍କ ସାଙ୍ଗରେ ଛିଡ଼ା ହେଲେ ନୟାଗଡ଼ର ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031