Indus Valley Times

ପଦ୍ମପୁରରେ ଏବେ ବି ଚାଲିଛି ମତଦାନ, ୮୯ଟି ବୁଥରେ ୧୨ ହଜାରରୁ ଅଧିକ ଭୋଟର ଧାଡ଼ିରେ ଅଛନ୍ତି

 Breaking News

ପଦ୍ମପୁରରେ ଏବେ ବି ଚାଲିଛି ମତଦାନ, ୮୯ଟି ବୁଥରେ ୧୨ ହଜାରରୁ ଅଧିକ ଭୋଟର ଧାଡ଼ିରେ ଅଛନ୍ତି

ପଦ୍ମପୁରରେ ଏବେ ବି ଚାଲିଛି ମତଦାନ, ୮୯ଟି ବୁଥରେ ୧୨ ହଜାରରୁ ଅଧିକ ଭୋଟର ଧାଡ଼ିରେ ଅଛନ୍ତି
December 05
17:43 2022

ଫଦ୍ମପୁର, ୫/୧୨: ଏବେ ବି ୮୯ ଟି ବୁଥରେ ମତଦାନ ଜାରିରହିଛି । ୧୨ ହଜାର ଭୋଟର ଲାଇନରେ ରହିଛନ୍ତି। ସେମାନଙ୍କ ମତଦାନ ସରିବା ପର‌୍ୟ୍ୟନ୍ତ ଭୋଟିଂ ଚାଲିବ। ସନ୍ଧ୍ୟା ୬ ରୁ ୬.୩୦ ପର‌୍ୟ୍ୟନ୍ତ ଭୋଟିଂ ଚାଲିବ ବୋଲି କୁହାଯାଇଛି। ୨୦୧୯ ରେ ୭୯.୦୫ ପ୍ରତିଶତ ମତଦାନ ହୋଇଥିବା ବେଳେ ଏଥର ତା ଠାରୁ ଅଧିକ ହେବ ଭୋଟିଂ ଆଶା ରହିଛି। ପଦ୍ମପୁର ଆରଏମସିରେ ଇଭିଏମ (ବୈଦ୍ୟୁତିକ ଭୋଟିଂ ମେସିନ୍) ରଖିବାର ବ୍ୟବସ୍ଥା ହୋଇଛି । ଦ୍ଵିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଇଭିଏମ ରଖାଯିବ। ଏବେ ସୁଦ୍ଧା ସେଠାରେ କୌଣସି ନିର୍ବାତନି ବିଶୃଙ୍ଖଳାର ଖବର ସାମ୍ନାକୁ ଆସିନାହିଁ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031