Indus Valley Times

ପଶୁମାନଙ୍କ ରୋଗ ପ୍ରତିଷେଧକ ବୃଦ୍ଧି କର୍ମଶାଳା

 Breaking News

ପଶୁମାନଙ୍କ ରୋଗ ପ୍ରତିଷେଧକ ବୃଦ୍ଧି କର୍ମଶାଳା

December 03
16:27 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୩/୧୨: ନୟାଗଡ ଜିଲ୍ଲା ମହିପୁର ବନ ବିଭାଗ ତରଫରୁ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡ଼ା ପଞ୍ଚାୟତ ରେ ପଶୁମାନଙ୍କ ରୋଗ ପ୍ରତିଷେଧକ ବୃଦ୍ଧି କର୍ମଶାଳା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ରେ ନୟାଗଡ ସିଡିଭିଓ ମୁରଲୀ ଧର ବେହେରା, ବନାଞ୍ଚ ଳ ଅଧିକାରୀ ସୁଧାଂଶୁ ଶେଖର ପଣ୍ଡା, ଜାକେଡ଼ା ସରପଞ୍ଚ ତ୍ରିଲୋଚନ ସାହୁ,ନୂଆଗାଁ ବିଭିଓ ,ଫରେଷ୍ଟର ବନମାଳୀ ରାଉତ ପ୍ରମୁଖ ଯୋଗ ଦେଇ ଏହି କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ।ପଶୁ ମାନଙ୍କ ରୋଗ ପ୍ରତିଷେଧକ ବୃଦ୍ଧି ପାଇଁ ୨୪୫ ଗାଈ ,ବଳଦ,୨୯୫ ଛେଳି ଓ ମେଣ୍ଢା ଙ୍କୁ ଟୀକା,ଭିଟାମିନ ଦିଆଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031