Indus Valley Times

ପୁଅ ଓ ଝିଅକୁ କୂଅ ଭିତରକୁ ଠେଲି ମାଆର ଆତ୍ମହତ୍ୟା ଉଦ୍ୟମ

 Breaking News

ପୁଅ ଓ ଝିଅକୁ କୂଅ ଭିତରକୁ ଠେଲି ମାଆର ଆତ୍ମହତ୍ୟା ଉଦ୍ୟମ

ପୁଅ ଓ ଝିଅକୁ କୂଅ ଭିତରକୁ ଠେଲି ମାଆର ଆତ୍ମହତ୍ୟା ଉଦ୍ୟମ
July 17
10:32 2021

ବାଲିଗୁଡ଼ା , ୧୭/୭ : କନ୍ଧମାଳ ଜିଲ୍ଲା ରାଇକିଆର ଆଲିମାହାରେ ଘଟିଛି ଏକ ଅଭାବନୀୟ ଘଟଣା। ପୁଅ ଓ ଝିଅକୁ କୂଅକୁ ଠେଲି ଦେଲା ମା। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି।
ଦୁଇ ଶିଶୁଙ୍କୁ କୂଅରୁ ଉଦ୍ଧାର କରିବା ପରେ ପଡ଼ୋଶୀମାନେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏହା ବାଲିଗୁଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାସ୍ଥଳରେ ରାଇକିଆ ପୁଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031