Indus Valley Times

ପୁରୀରେ ନିଖୋଜ ହୋଇଥିବା ପର୍ଯ୍ୟଟକଙ୍କ ମୃତଦେହ ପିଙ୍କ ହାଉସ୍ ସମ୍ମୁଖ ବେଳାଭୂମିରେ ଉଦ୍ଧାର

 Breaking News

ପୁରୀରେ ନିଖୋଜ ହୋଇଥିବା ପର୍ଯ୍ୟଟକଙ୍କ ମୃତଦେହ ପିଙ୍କ ହାଉସ୍ ସମ୍ମୁଖ ବେଳାଭୂମିରେ ଉଦ୍ଧାର

ପୁରୀରେ ନିଖୋଜ ହୋଇଥିବା ପର୍ଯ୍ୟଟକଙ୍କ ମୃତଦେହ ପିଙ୍କ ହାଉସ୍ ସମ୍ମୁଖ ବେଳାଭୂମିରେ ଉଦ୍ଧାର
October 08
11:42 2021

ପୁରୀ,୮/୧୦ : ଗତକାଲି ନିଖୋଜ ହୋଇଥିବା ପର୍ଯ୍ୟଟକଙ୍କ ମୃତଦେହ ଶୁକ୍ରବାର ସକାଳେ ପୁରୀର ପେଣ୍ଠକଟା ନିକଟରୁ ଉଦ୍ଧାର ହୋଇଥିବାର ଖବର ମିଳିଛି। ପିଙ୍କ୍ ହାଉସ୍ ସମ୍ମୁଖ ବେଳାଭୂମିରେ ପର୍ଯ୍ୟଟକ ଅରବାଜ୍ ହୁସେନ୍ କାଦ୍ରୀଙ୍କ ମୃତଦେହ ମିଳିଛି।
ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ଅରବାଜ୍ ହୁସେନ୍ କାଦ୍ରୀ। ତାଙ୍କର ବୟସ ୨୩ ବର୍ଷ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଗତକାଲି ସେ ଲାଇଟ ହାଉସ୍ ନିକଟ ବିରଲା ଗେଷ୍ଟ ହାଉସ୍ ସମ୍ମୁଖ ବେଳାଭୂମିରେ ସ୍ନାନ କରିବା ସମୟରେ ସମୁଦ୍ରରେ ଭାସି ଯାଇଥିଲେ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031