Indus Valley Times

ପୁରୀ ବେଳାଭୁମିରେ ବୁଲି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କଲେ ରାଷ୍ଟ୍ରପତି, କହିଲେ ମିଳିଛି ଆତ୍ମତୃପ୍ତି

 Breaking News

ପୁରୀ ବେଳାଭୁମିରେ ବୁଲି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କଲେ ରାଷ୍ଟ୍ରପତି, କହିଲେ ମିଳିଛି ଆତ୍ମତୃପ୍ତି

ପୁରୀ ବେଳାଭୁମିରେ ବୁଲି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କଲେ ରାଷ୍ଟ୍ରପତି, କହିଲେ ମିଳିଛି ଆତ୍ମତୃପ୍ତି
July 08
10:43 2024

ପୁରୀ,୮/୭: ଗତକାଲି ରଥଯାତ୍ରା ଦେଖିବାକୁ ଆସି ପୁରୀ ରାଜଭବନରେ ରହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସକାଳେ ସୁମଦ୍ରକୂଳରେ ସେ ପ୍ରାତଃ ଭ୍ରମଣ କରୁଥିବାର ଦେଖିବାକୁ ମିଳିଥିଲା।
ଅବଶ୍ୟ ତାଙ୍କ ସାଙ୍ଗରେ ସୁରକ୍ଷା କର୍ମୀ ବି ଥିଲେ। ଏହାଛଡ଼ା ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଥିଲା। ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ସମୟରେ କୌଣସି ପର୍ଯ୍ୟଟକଙ୍କୁ ସମୁଦ୍ରକୂଳକୁ ଯିବାକୁ ଅନୁମତି ନଥିଲା। ତେବେ ମହାମହିମଙ୍କୁ ଦେଖିବାକୁ ଦୂରରେ ଅପେକ୍ଷା କରିଥିଲେ ଅନେକ ଲୋକ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031