Indus Valley Times

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ନକଲି ଡାକ୍ତର, ୭ଦିନ ହେବ କରୁଥିଲେ ରୋଗୀ ସେବା

 Breaking News

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ନକଲି ଡାକ୍ତର, ୭ଦିନ ହେବ କରୁଥିଲେ ରୋଗୀ ସେବା

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ନକଲି ଡାକ୍ତର, ୭ଦିନ ହେବ କରୁଥିଲେ ରୋଗୀ ସେବା
December 31
20:08 2024

ପୁରୀ , ୩୧/୧୨: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ୭ ଦିନ ହେଲା ଜଣେ ଡାକ୍ତର ବେଶରେଆପ୍ରନ ପିନ୍ଧି ଷ୍ଟେଥୋସ୍କୋପ ପକାଇ ୱାର୍ଡ ବୁଲୁଥିଲେ। ୱାର୍ଡରେ ରୋଗୀଙ୍କୁ ଦେଖୁଥିଲେ, ହେଲେ ଔଷଧ ଲେଖୁ ନ ଥିଲେ।
କମ ବୟସର ହୋଇଥିବାରୁ ନର୍ସିଂ ଷ୍ଟାଫ ସନ୍ଦେହ କରିଥିଲେ। ଷ୍ଟାପଙ୍କ ଅଭିଯୋଗ ପରେ ଗିରଫ କଲା ମେଡିକାଲ ଫାଣ୍ଡି। ଗିରଫ ପୁରୀ ଏସ୍ସିଏ୍‌ସ କଲେଜ ଯୁକ୍ତ ୨ ବିଜ୍ଞାନ ଛାତ୍ର ବୋଲିସ ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

January 2025
M T W T F S S
 12345
6789101112
13141516171819
20212223242526
2728293031