Indus Valley Times

ପୁରୀରେ ଆରମ୍ଭ ହେଲା ‘ବଡ଼ଦାଣ୍ଡ ସେବା’କାର୍ଯ୍ୟକ୍ରମ

 Breaking News

ପୁରୀରେ ଆରମ୍ଭ ହେଲା ‘ବଡ଼ଦାଣ୍ଡ ସେବା’କାର୍ଯ୍ୟକ୍ରମ

ପୁରୀରେ ଆରମ୍ଭ ହେଲା ‘ବଡ଼ଦାଣ୍ଡ ସେବା’କାର୍ଯ୍ୟକ୍ରମ
March 13
10:53 2021

ପୁରୀ,୧୩/୩: ପୁରୀ ସହର ଓ ବଡ଼ଦାଣ୍ଡକୁ ସ୍ୱଚ୍ଛ ରଖିବା ପାଇଁ ପୁରୀରେ ବଡ଼ଦାଣ୍ଡ ସେବା ଚାଲିଛି। ଏଥିରେ ସ୍ୱେଚ୍ଛାକୃତ ଭାବେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପୁରୀବାସୀ ଓ ପର‌୍ୟ୍ୟଟକଙ୍କୁ ଆହ୍ୱାନ ଦେଇଛି ପୁରୀ ପ୍ରଶାସନ। ପ୍ରତି ଶନିବାର ସକାଳ ସାଢେ ଛଅରୁ ସାଢେ ୮ଟା ଯାଏଁ ଦୁଇ ଘଣ୍ଟା ଧରି ବଡ଼ଦାଣ୍ଡ ସେବା କରାଯାଉଛି। ପୁରୀ ସହର ଓ ବଡ଼ଦାଣ୍ଡକୁ ସ୍ୱଚ୍ଛ ରଖିବା ପାଇଁ ସ୍ୱେଚ୍ଛାକୃତ ଭାବେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପୁରୀବାସୀ ଓ ପର‌୍ୟ୍ୟଟକଙ୍କୁ ଆହ୍ୱାନ ଦେଇଛି ପୁରୀ ପ୍ରଶାସନ। ଆଜି ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାଶ ଯୋଗ ଦେଇଥିଲେ ।

Tags
Share

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031