Indus Valley Times

ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗରେ ଙ୍କ ସୁକିନ୍ଦା ବିଧାୟକ ଶୋକ

 Breaking News

ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗରେ ଙ୍କ ସୁକିନ୍ଦା ବିଧାୟକ ଶୋକ

October 12
19:21 2020

ଯାଜପୁର,୧୨/୧୦ : ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ସାଂସଦ ଶରତ କରଙ୍କ ବିୟୋଗରେ ସୁକିିିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଶୋକ ବ୍ୟକ୍ତ କରିଛନ୍ତି ଓ ଘଡେଇ କହିଛନ୍ତି ସ୍ୱର୍ଗତ କର ଜଣେ ଦକ୍ଷ ରାଜନେତା ସୁସାହିତ୍ୟିକ, ସୁବକ୍ତା ତଥା ଜଣେ ସଂସ୍କୃତିପ୍ରେମୀ ବୋଲି ଅବିହିତ କରିବା ସହ ତାଙ୍କ ବିୟୋଗ ସମଗ୍ର ରାଜନୀତି, ସାହିତ୍ୟ ଓ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିଧାୟକ ଶ୍ରୀ ଘଡେଇ କହିିଛନ୍ତି। ସ୍ୱର୍ଗତ କର ଙ୍କ ଅମର ଆତ୍ମାର ସଦଗତି କାମନା ସହ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗ ଓ ଆତ୍ମୀୟ ସ୍ଵଜନଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ବିଧାୟକ ପ୍ରୀତିରଞ୍ଜନ ଘଡେଇ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031