Indus Valley Times

ପୂର୍ବତନ ବ୍ଲକ୍ ଚେୟାର ମ୍ୟାନଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କଲେ ଦଶପଲ୍ଲା ବିଧାୟକ

 Breaking News

ପୂର୍ବତନ ବ୍ଲକ୍ ଚେୟାର ମ୍ୟାନଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କଲେ ଦଶପଲ୍ଲା ବିଧାୟକ

October 31
21:07 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୩୧/୧୦: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ପୂର୍ବତନ ଚେୟାର ମ୍ୟାନ ,ବରିଷ୍ଠ ରାଜନୀତିଜ୍ଞ, ସମାଜସେବୀ,ନୂଆଗାଁ ହାଇସ୍କୁଲ ,ନୂଆଗାଁ ମହାବିଦ୍ୟାଳୟ ପ୍ରତିଷ୍ଠା ର ପୁରୋଧା ପଦ୍ମନାଭ ବେହେରା ଙ୍କ ଗତକାଲି ମଧ୍ୟରାତ୍ର ରେ ତାଙ୍କ ବାସ ଭବନ ଶିଖର ଗୋଛା ଗ୍ରାମରେ ପରଲୋକ ଘଟିଛି।ତାଙ୍କ ପରଲୋକରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିବା ଏବଂ ତାଙ୍କ ଅମର ଆତ୍ମା ର ସଦ୍ ଗତି ପାଇଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି।ପୂର୍ବତନ ବ୍ଲକ୍ ଚେୟାର ମ୍ୟାନ ଙ୍କ ପରଲୋକ ରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031