Legatus

ପ୍ରଥମ ବିଶ୍ଵ ଓଡ଼ିଶା ଭାଷା ସମ୍ମିଳନୀ ୨୦୨୪: ବୌଦ୍ଧ ଅବସ୍ଥିତ ମାଉସୀ ମା ମନ୍ଦିର ନିକଟରେ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ଉତ୍ସବର ସିଧା ପ୍ରସାରଣ

 Breaking News

February 04
18:58 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୪/୨ : ପ୍ରଥମ ବିଶ୍ଵ ଓଡ଼ିଶା ଭାଷା ସମ୍ମିଳନୀ ୨୦୨୪ ଅବସରରେ ବୌଦ୍ଧ ଅବସ୍ଥିତ ମାଉସୀ ମା ମନ୍ଦିର ନିକଟରେ ଅଦ୍ୟ ତା ୦୩.୦୨.୨୪ ରିଖରେ ସମସ୍ତ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ଉତ୍ସବର ସିଧା ପ୍ରସାରଣ କରାଯାଇଥିଲା ।
ଏହି ଉତ୍ସବରେ ଜିଲ୍ଲାପାଳ ମହୋଦୟ ଶ୍ରୀ ଜେ ସୋନାଲ, ପରିଷଦର ଅଧ୍ୟକ୍ଷ ମହୋଦୟ ଶ୍ରୀ ମୃତ୍ୟୁଞ୍ଜୟ ମିଶ୍ର, ନିର୍ବାହୀ ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ବେହେରା, ସମସ୍ତ ସଭ୍ୟ ଓ ସଭ୍ୟା ବୃନ୍ଦ ଉପସ୍ଥିତ ରହି ଅସ୍ମିତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930