Indus Valley Times

ପ୍ରେତାତ୍ମା ଖୋଲିବକି ପରୀ ହତ୍ୟା କାଣ୍ଡ ର ରହସ୍ୟ

 Breaking News

ପ୍ରେତାତ୍ମା ଖୋଲିବକି ପରୀ ହତ୍ୟା କାଣ୍ଡ ର ରହସ୍ୟ

August 02
18:43 2020

କିଶୋର ମହାପାତ୍ର ଙ୍କ ରିପାର୍ଟ

ନୟାଗଡ଼,୨/୮: ନୟାଗଡ଼ ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମ ର ବହୁ ଚର୍ଚ୍ଚିତ ପାଞ୍ଚ ବର୍ଷ ଝିଅ ପରୀ ର ହତ୍ୟା କାଣ୍ଡ ଏକ ସପ୍ତାହ ରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି । ଏହି ସମୟରେ ପରୀର ପ୍ରେତାତ୍ମା ଗ୍ରାମର ଜଣେ ମହିଳାଙ୍କ ଶରୀରରେ ସବାର ହେଉଥିବାର ଖବର ପ୍ରକାଶ ହେଉଛି । ପରୀ କୁ ଖେଳୁଥିବା ସମୟରେ କେହି ବ୍ୟକ୍ତି ଆଖିବୁଜି ଟେକି ନେଇ ତଣ୍ଟି ଚିପି ହତ୍ୟା କରିଥିବା ସେ ପ୍ରକାଶ କରୁଛି । ଯଦି ଏ କଥା ସତ୍ୟ ହୋଇଥାଏ ତେବେ ସେ ବ୍ୟକ୍ତି କିଏ । ଛୋଟ ଝିଅ ସହିତ କଣ ଶତୃତା କାହିଁକି ତାକୁ ହତ୍ୟା କଲା ଏସମ୍ପର୍କରେ ପୋଲିସ ତଦନ୍ତ ସପେକ୍ଷ । ପରୀ ପ୍ରେତାତ୍ମା କଣ ହତ୍ୟାକାରୀ ଧରିବାରେ ସହଯୋଗ କରିବ । ପରୀ ନ୍ୟାୟ ପାଇବ ନା ଟେବୁଲ୍ ତଳେ ଫାଇଲ ପଡି ରହିବ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031