Indus Valley Times

ବନବିଭାଗ ର ଚଢ଼ାଉ : ଶାଗୁଆନ ପଟା ବୋଝେଇ ପିକ ଅପ୍ ଗାଡ଼ି ଜବତ

 Breaking News

ବନବିଭାଗ ର ଚଢ଼ାଉ : ଶାଗୁଆନ ପଟା ବୋଝେଇ ପିକ ଅପ୍ ଗାଡ଼ି ଜବତ

ବନବିଭାଗ ର ଚଢ଼ାଉ : ଶାଗୁଆନ ପଟା ବୋଝେଇ ପିକ ଅପ୍ ଗାଡ଼ି ଜବତ
July 23
11:16 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ,୨୩/୭ : ନୟାଗଡ ଜିଲ୍ଲା ଓଡ଼ଗାଁ ବନବିଭାଗ ଚଢ଼ାଉ କରି ଶାଗୁଆନ ପଟା ବୋଝେଇ ଏକ ପିିକ ଅପ୍ ଗାଡ଼ି ଜବତ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗତ ମଙ୍ଗଳବାର ରାତି ୧୧ ଟା ସମୟରେ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଡି ମିରି ପଲ୍ଲୀ ଠାରୁ କାଳି ଆମ୍ବା ଦେଇ ଯାଇଥିବା ରାସ୍ତା ନିକଟରେ କୌଣସି ମତେ ଖବର ପାଇ ଓଡ଼ଗାଁ ବନାଞ୍ଚ ଳ ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା , ବାହାଡ଼ଝୋଲା ଫରେଷ୍ଟର ଓ ବିଭାଗ କର୍ମଚାରୀ ଙ୍କ ସହିତ ଚଢ଼ାଉ କରି ପିକଅପ୍ ଗାଡ଼ି ସହ ଶାଗୁଆନ ପଟା ଜବତ କରିଥିଲେ।ଓଡ଼ଗାଁ ବନାଞ୍ଚ ଳ ଅଧିକାରୀ ଶ୍ରୀ ପଣ୍ଡା ଙ୍କ ଏଭଳି କାର‌୍ୟ୍ୟ କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031