Indus Valley Times

ବନ୍ୟା ତାଣ୍ଡବ: ଦକ୍ଷିଣ ଆଫ୍ରିକାରେ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ୪୦ ହଜାରରୁ ଅଧିକ ଲୋକ ବାସହୀନ

 Breaking News

ବନ୍ୟା ତାଣ୍ଡବ: ଦକ୍ଷିଣ ଆଫ୍ରିକାରେ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ୪୦ ହଜାରରୁ ଅଧିକ ଲୋକ ବାସହୀନ

ବନ୍ୟା ତାଣ୍ଡବ: ଦକ୍ଷିଣ ଆଫ୍ରିକାରେ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ୪୦ ହଜାରରୁ ଅଧିକ ଲୋକ ବାସହୀନ
April 17
19:23 2022

କେପଟାଉନ,୧୭/୪: ଦକ୍ଷିଣ ଆଫ୍ରିକାରେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି । ବନ୍ୟା ଯୋଗୁଁ ଦେଶର ୪୦୦ ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବାବେଳେ ୪୦ ହଜାରରୁ ଅଧିକ ଲୋକ ବାସହୀନ ହୋଇପଡିଥିବାର ସୂଚନା ମିଳିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୩୯୮କୁ ବୃଦ୍ଧି ପାଇଥିବାବେଳେ ୨୭ ଜଣ ନିଖୋଜ ଅଛନ୍ତି। ସରକାର ଏହା ମଧ୍ୟ କହିଛନ୍ତି ଯେ ୪୦ ହଜାରରୁ ଅଧିକ ଲୋକଙ୍କ ଘର ଭାଙ୍ଗିଯାଇଥିବାରୁ ବାସହୀନ ହୋଇପଡିଛନ୍ତି । ସରକାରଙ୍କ ସୂଚନା ଅନୁଯାୟୀ, ବହୁ ସଂଖ୍ୟାରେ ଲୋକ ନିଖୋଜ ଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031