Indus Valley Times

ବନ ବିଭାଗ ର ଚଢ଼ାଉ, କାଠ ବୋଝେଇ ଟ୍ରାକ୍ଟର ଜବତ

 Breaking News

ବନ ବିଭାଗ ର ଚଢ଼ାଉ, କାଠ ବୋଝେଇ ଟ୍ରାକ୍ଟର ଜବତ

ବନ ବିଭାଗ ର ଚଢ଼ାଉ, କାଠ ବୋଝେଇ ଟ୍ରାକ୍ଟର ଜବତ
July 21
18:15 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୨୧/୭: ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା ଗୁମୀ ସେକ୍ସନ ସେନ୍ତେରି ଵିଟ୍ କଣ ବାଙ୍କ ଗ୍ରାମ ମୁଣ୍ଡ ଜଙ୍ଗଲରୁ ଏକ ଟ୍ରାକ୍ଟର ବୋଝେଇ କଞ୍ଚା ଶାଳ କାଠ ଜବତ କରିଛି ବନବିଭାଗ ।ତା’ ସହିତ ଅନ୍ୟାନ୍ୟ କାଠ ଯାଉଥିବା ଚୋରାଚାଳଣ ବେଳେ ଜବତ କରିଛି ବନବିଭାଗ । ମହିପୁର ବନାଞ୍ଚଳ ଅଧିକାରୀ ଶୁଭ୍ରାଂଶୁ ଶେଖର ପଣ୍ଡା ଙ୍କ ନିର୍ଦେଶ କ୍ରମେ ଗୂମି ଫରେଷ୍ଟର ବନମାଳୀ ରାଉତ,ସେନ୍ତେରୀ ଗାର୍ଡ ଇତିଶ୍ରୀ ପ୍ରଧାନ, କାପ୍ତା ପଲ୍ଲୀ ଗାର୍ଡ ମାନସ ସେଠୀ, ଗୂମୀ ଗାର୍ଡ ଯୋଗେନ୍ଦ୍ର ସ୍ୱାଇଁ ଏବଂ ଅନ୍ୟାନ୍ୟ କର୍ମଚାରୀ ଚଢ଼ାଉ କରି ଲୋଡ ହୋଇଥିବା ଟ୍ରାକ୍ଟର( ଓ ଆର୍ ୨୫ ସି ୨୪୯୬)କୁ ଜବତ କ ରି ବରକୋଲା କାର‌୍ୟ୍ୟା ଲୟ ଆଣିଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031