Indus Valley Times

ବରିଷ୍ଠ ଆଇପିଏସ ସୁନୀଲ ବଂଶଲ ହେବେ ନୂଆ ଡିଜିପି, ମୁଖ୍ୟମନ୍ତ୍ରୀ ଦେଲେ ଦାୟିତ୍ବ

 Breaking News

ବରିଷ୍ଠ ଆଇପିଏସ ସୁନୀଲ ବଂଶଲ ହେବେ ନୂଆ ଡିଜିପି, ମୁଖ୍ୟମନ୍ତ୍ରୀ ଦେଲେ ଦାୟିତ୍ବ

December 15
15:23 2021

ଭୁବନେଶ୍ବର,୧୫/୧୨: ବରିଷ୍ଠ ଆଇପିଏସ ସୁନୀଲ ବଂଶଲ ହେଲେ ନୂଆ ଡିଜିପି । ପୁଲିସ ମହାନିର୍ଦ୍ଦେଶକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ନିଯୁକ୍ତି ପରେ ନୂଆବର୍ଷରୁସେ ନୂଆ ଡିଜିପି ଭାବେ ଦାୟିତ୍ୱ ନେବେ । ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ ହେଉଛନ୍ତି ସୁନୀଲ ବଂଶଲ । ବର୍ତ୍ତମାନ ସେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି ।
ଡିଜିପି ଅଭୟଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ସୁନୀଲ ବଂଶଲ । ଅଭୟଙ୍କ କାର‌୍ୟ୍ୟକାଳ ଚଳିତ ମାସରେ ଶେଷ ହେଉଛି । ଜୁନ ମାସରେ ତାଙ୍କ କାର‌୍ୟ୍ୟକାଳ ଶେଷ ହେଉଥିଲା, ହେଲେ ପରେ ତାକୁ ୬ ମାସ ବୃଦ୍ଧି କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031