Indus Valley Times

ବର୍ତ୍ତମାନ ୧୦୦ରୁ ୮୦ ଜଣ କରୋନା ସଂକ୍ରମଣ ଲକ୍ଷଣ ହୀନ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

 Breaking News

ବର୍ତ୍ତମାନ ୧୦୦ରୁ ୮୦ ଜଣ କରୋନା ସଂକ୍ରମଣ ଲକ୍ଷଣ ହୀନ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ବର୍ତ୍ତମାନ ୧୦୦ରୁ ୮୦ ଜଣ କରୋନା ସଂକ୍ରମଣ ଲକ୍ଷଣ ହୀନ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
October 12
11:57 2021

ଭୁବନେଶ୍ୱର ୧୨/୧୦ : ରାଜଧାନୀରେ ପ୍ରତେକ ଦିନ ୨୦୦ ରୁ ୩୦୦ ଭିତରେ ରହୁଛି ସଂକ୍ରମଣ । ଏମିତି କି କିଛି ମାତ୍ରାରେ ଆର ଭ୍ୟାଲୁ ବଢିଛି ।
ହେଲେ ହସ୍ପିଟାଲ ଆଡ଼ମିଶନ ଗୁରୁତର ରୋଗୀ ସଂଖ୍ୟା କମିଛି । ଏହାସହ ଭେଣ୍ଟିଲେଟରରେ ଆଡ଼ମିଟ ସଂଖ୍ୟା ୧୦ ପ୍ରତିଶତରୁ କମ୍ ଅଛି । ଆଇସିୟୁରେ ଛୋଟ ପିଲା ଆଡ଼ମିଶନ ସଂଖ୍ୟା ୧ପ୍ରତିଶତରୁ କମ୍ ଅଛି ।
ତେଣୁ ଆମେ ଏବେ ଭଲ ସ୍ଥିତିରେ ଅଛନ୍ତି । ରାଜ୍ୟରେ ୩ ମାସ ହେଲାଣି ଦେଖା ଯାଉଛି ସଂକ୍ରମଣ ତଳ ଉପର ହେଉଛି । ଏଭଳି ସ୍ଥିତିରେ କିଭଳି ଟ୍ରାନ୍ସମିସନକୁ କମାଯାଇ ପାରିବ ତାହା ହିଁ ଗୁରୁତ୍ୱପୂର୍ଣ୍ଣ ।
ପାର୍ବଣ ପାଇଁ କିଛି ଦିନ ହେଲା ଭିଡ଼ ଲାଗି ରହିଛି ଯାହାକି ବହୁତ ଉଦବେଜନକ । ତେବେ ବର୍ତ୍ତମାନ ସମୟରେ ୧୦୦ ରୁ ୮୦ ଜଣ ଲକ୍ଷଣ ବିହୀନ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031