Indus Valley Times

ବଲାଙ୍ଗୀର: କଂଗ୍ରେସର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ

 Breaking News

ବଲାଙ୍ଗୀର: କଂଗ୍ରେସର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ

ବଲାଙ୍ଗୀର: କଂଗ୍ରେସର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ
February 06
23:15 2023

By Mahendra Darjee

ବଲାଙ୍ଗୀର, ୬/୨ : ନଗର କଂଗ୍ରେସ ସଭାପତି ବୁଲୁ ଦାନି ଙ୍କ ନେତୃତ୍ୱ ରେ ଆଦାନୀ ଗ୍ରୃପର ଆର୍ଥିକ ଜାଲିଆତି ଓ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ବିରୋଧରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସୋମବାର ଦିନ ସ୍ଥାନୀୟ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଭାଜପା ସରକାର ଙ୍କୁ ତୀବ୍ର ସମାଲୋଚନା କରାଯାଇଛି ।
ଏହି ଗଣ ବିକ୍ଷୋଭ ରେ ଓକିଲ ଉମା ସାହୁ,ଉମା ଶଙ୍କର ପଣ୍ଡା, କଂଗ୍ରେସ କିଷାନ ସେଲ ସଭାପତି ସାନନ୍ଦ ମିଶ୍ର,ପ୍ରେମ ମିଶ୍ର, ଅଜୟ ବାଲି,ସଞ୍ଜୟ ମିଶ୍ର, ମନୀଷ ମିଶ୍ର,କଂଗ୍ରେସ ଉପ ସଭାପତି ସନ୍ତକ ବହିଦାର ଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031