Indus Valley Times

ବାଣୀବିହାର ଓଭରବ୍ରିଜରେ ବ୍ରେକ୍ ଫେଲରୁ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଯାତ୍ରୀ

 Breaking News

ବାଣୀବିହାର ଓଭରବ୍ରିଜରେ ବ୍ରେକ୍ ଫେଲରୁ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଯାତ୍ରୀ

January 23
11:40 2024

ଭୁବନେଶ୍ୱର,୨୩/୧: ଭୁବନେଶ୍ୱରର ବାଣୀବିହାର ଓଭରବ୍ରିଜ ଉପରେ ମଙ୍ଗଳବାର ସକାଳୁ ଏକ ଦୁର୍ଘଟଣା ଘଟିଛି। ଙଝଜଞଉ ବସ୍କୁ ପଛରୁ ଏକ ଘରୋଇ ବସ୍କୁ ଧକ୍କା ଦେଇଛି ଘରୋଇ ବସ। ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି।
ବସଟି ଯାତ୍ରୀଙ୍କୁ ଉଠାଇବା ପାଇଁ ସାଇଟ୍ କରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘରୋଇ ବସ୍ର ବ୍ରେକଫେଲ ହୋଇଯିବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031