Indus Valley Times

ବାଲିଗୁଡାରେ ସଙ୍କୁଳ ସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

 Breaking News

ବାଲିଗୁଡାରେ ସଙ୍କୁଳ ସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବାଲିଗୁଡାରେ ସଙ୍କୁଳ ସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
December 12
19:10 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୨/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ବାଲିଗୁଡ଼ା ସଙ୍କୁଳ ସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ରବିନ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ତଥା ପ୍ରଧାନଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଙ୍କ ତତ୍ତ୍ୱାବଧାନରେ , ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ , ସମ୍ମାନୀତ ଅତିଥି ଉପାଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ନାୟକ ପ୍ରମୁଖ ଯୋଗ ଦେଇ କ୍ରୀଡା ଉତ୍ସବ ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏଥିରେ ପାଞ୍ଚଟି ବିଦ୍ୟାଳୟ ରୁ ୪୪ ଜଣ ଭାଇ ଭଉଣୀ ୫୨ ଟି ପ୍ରତିଯୋଗିତା ରେ ଭାଗ ନେଇଥିଲେ । ଶେଷ ରେ ଅପରାହ୍ନ ୪ ଘଟିକା ସମୟ ରେ ଉଦଯାପନୀ ଉତ୍ସବ ରେ ସମ୍ମାନୀତ ଅତିଥି କାର୍ତ୍ତିକ ଚନ୍ଦ୍ର ସି ତଥା ସଙ୍କୁଳ ପ୍ରମୁଖ ତୀର୍ଥବାସୀ ଘଡେ଼ଇ ଙ୍କ ସହଯୋଗ ରେ ବାର୍ଷିକ କ୍ରୀଡା ଉତ୍ସବ ସମାପନ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031