Indus Valley Times

ବାଲେଶ୍ୱର: ନିଆଁରେ ଜଳିଗଲା ଘର, ସାହାର୍ଯ୍ୟ ଲୋଡିଲେ ସ୍ୱଚ୍ଚାସେବୀ

 Breaking News

ବାଲେଶ୍ୱର: ନିଆଁରେ ଜଳିଗଲା ଘର, ସାହାର୍ଯ୍ୟ ଲୋଡିଲେ ସ୍ୱଚ୍ଚାସେବୀ

ବାଲେଶ୍ୱର: ନିଆଁରେ ଜଳିଗଲା ଘର, ସାହାର୍ଯ୍ୟ ଲୋଡିଲେ ସ୍ୱଚ୍ଚାସେବୀ
February 21
20:10 2023

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୨୧ ।୨: ବାଲେଶ୍ୱର ସହର ଉପକଣ୍ଠ ଖାନନଗର ପଞ୍ଚାୟତ ଅନ୍ତର୍ଗତ କୁରକୁରା ଗ୍ରାମର ଅକ୍ଷୟ ବିଶ୍ୱାଳଙ୍କ ଘରେ ନିଆଁ ଲାଗି ଘରଟି ସମ୍ପୂର୍ଣ ଧ୍ୱଂସ ହୋଇଯାଇଛି । ଭଡା ଗାଡି ଚଳାଇ ନିଜ ପରିବାରର ଭରଣ ପୋଷଣା କରୁଥିଲେ ଅକ୍ଷୟ । ଏଭଳି ଦୁର୍ଦ୍ଦଶା ପରେ ଦୁଃଖରେ ଭାଙ୍ଗି ପଢିଛନ୍ତି ଅକ୍ଷୟଙ୍କ ପରିବାର । ଏହି ବିପଦ ସମୟରେ ଅକ୍ଷୟଙ୍କୁ ସୁବର୍ଣ୍ଣ ସମ୍ପର୍କ ପରିବାର ରେମୁଣା ତରଫରୁ କିଛି ଆର୍ଥିକ ସହାୟତା ଯୋଗାଇଛନ୍ତି । ଏହା ସହ ଆସନ୍ତା ସପ୍ତାହ ମଧ୍ୟରେ ଅନ୍ୟ ସ୍ୱେଚ୍ଚା ସେବୀ ସଂଗଠନ ଦ୍ୱାରା ତାଙ୍କୁ ତ୍ୱରିତ ସାହାର୍ଯ୍ୟ ଓ ସହଯୋଗ ଦେବାର ପ୍ରତିଶ୍ର୍ରୃତି ଦେଇଛନ୍ତି । ଏହି ସମୟରେ ସାମ୍ବାଦିକ ସୁଦାମ ପାତ୍ର ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ଥିଲେ । ଅକ୍ଷୟଙ୍କ ଏହି ବିପତି ସମୟରେ ତାଙ୍କ ପରିବାରକୁ ସାହାଯ୍ୟ କରିବାକୁ ସାମାଜିକ ସଂଗଠନକୁ, ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନକୁ ଅନୁରୋଧ କରଛନ୍ତି ସ୍ୱେଚ୍ଛା ସେବୀ ସଂଗଠନ ।

 

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031