Indus Valley Times

ବିଗୁଡୁଛି ଆଫଗାନିସ୍ତାନ ସ୍ଥିତି: ଆଫଗାନିସ୍ତାନର ୨ୟ ବୃହତ୍ତମ ସହର ଗଜନିକୁ ଅଧିକାର କଲା ତାଲିବାନ

 Breaking News

ବିଗୁଡୁଛି ଆଫଗାନିସ୍ତାନ ସ୍ଥିତି: ଆଫଗାନିସ୍ତାନର ୨ୟ ବୃହତ୍ତମ ସହର ଗଜନିକୁ ଅଧିକାର କଲା ତାଲିବାନ

ବିଗୁଡୁଛି ଆଫଗାନିସ୍ତାନ ସ୍ଥିତି: ଆଫଗାନିସ୍ତାନର ୨ୟ ବୃହତ୍ତମ ସହର ଗଜନିକୁ ଅଧିକାର କଲା ତାଲିବାନ
August 12
20:26 2021

କାବୁଲ,୧୨ ।୮: ଦିନକୁ ଦିନ ତିବ୍ର ହେଉଛି ଆଫଗାନିରେ ତାଲିବାନ ଶାସନ । ଆଫଗାନିସ୍ତାନର ଦ୍ବିତୀୟ ବୃହତ୍ତମ ସହର ଗଜନିକୁ ଅଧିକାର କରିନେଇଛି ତାଲିବାନ । ଏହାକୁ ମିଶାଇ ଗତ ସପ୍ତାହକ ମଧ୍ୟରେ ତାଲିବାନର ଯୋଦ୍ଧାମାନେ ୧୦ଟି ରାଜ୍ୟର ରାଜଧାନୀକୁ ଅଧିକାର କରିସାରିଲେଣି ।
ଗଜନି ତାଲିବାନ ଅଧିନକୁ ଚାଲିଯିବା ପରେ ଆଫଗାନିସ୍ତାନର ରାଜଧାନୀ କାବୁଲର ପତନ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।
ଗତକାଲି ଆମେରିକାର ଗୁଇନ୍ଦା ସଂସ୍ଥା କହିଥିଲା ଯେ ଆସନ୍ତା ୯୦ ଦିନ ମଧ୍ୟରେ କାବୁଲ ତାଲିବାନ ଅଧୀନକୁ ଚାଲିଯିବ । ତେବେ କେତେକ ସାମରିକ ବିଶେଷଜ୍ଞଙ୍କ ମତରେ ଅଗଷ୍ଟ ୩୧ ସୁଦ୍ଧା ଆମେରିକାର ସବୁ ସୈନ୍ୟ ଆଫଗାନିସ୍ତାନ ଛାଡ଼ିବାର ଅଳ୍ପ କିଛି ଦିନ ମଧ୍ୟରେ ହିଁ କାବୁଲକୁ ତାଲିବାନ ଅଧିକାର କରିନେବ । ଅନ୍ୟପକ୍ଷରେ କାବୁଲକୁ ବଞ୍ଚାଇବାକୁ ଆଫଗାନ ସରକାର ନିଜର ସବୁ ଶକ୍ତି ଖଟାଇଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031