Indus Valley Times

ବିଜୁ ଛାତ୍ରଜନତାଦଳ ପକ୍ଷରୁ ପୁରୁଣାକଟକଠାରେ ବୃକ୍ଷରୋପଣ

 Breaking News

ବିଜୁ ଛାତ୍ରଜନତାଦଳ ପକ୍ଷରୁ ପୁରୁଣାକଟକଠାରେ ବୃକ୍ଷରୋପଣ

ବିଜୁ ଛାତ୍ରଜନତାଦଳ ପକ୍ଷରୁ ପୁରୁଣାକଟକଠାରେ ବୃକ୍ଷରୋପଣ
September 06
23:00 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୬/୯ : ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ପୂର୍ବାହ୍ନରେ ପୁରୁଣା କଟକ ହାଟ ପଡ଼ିଆଠାରେ ଶାଖା ସଭାପତି ତେଜ କୁମାର ଜଗଦଳା ଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପୃଥିବୀର ତଥା ମାନବ ସମାଜର ଭବିଷ୍ୟତ ସୁରକ୍ଷା ପାଇଁ ବୃକ୍ଷ ହିଁ ଏକମାତ୍ର ସାଥି ବୋଲି ବିବେଚନା କରି ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ପ୍ରମୋଦ ଜାନୀ, ଗୁଞ୍ଜନ୍ ନାୟକ , ଲିପୁନ୍ ରାଉତ , ରିଙ୍କି ବେହେରା , ସୋମିଶୁତ ବେହେରା , ପ୍ରଭଞ୍ଜନ ଜଗଦଳା, ସୁବ୍ରତ ଜଗଦଲା, କକ୍ଷର୍ତିକେଶ୍ୱର୍ ପ୍ରଧାନ, କୈଳାଶ ନାଏକ ପ୍ରମୁଖ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ଥିବା ବେଳେ ସ୍ଥାନୀୟ ସରପଞ୍ଚ ଅଶୋକ ସେଠି ଯୁବନେତା ଅବକାଶ ସାହୁ ଗରୁଡ଼ ପ୍ରଧାନ ବାସୁଦେବ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031