Legatus

ବିଜେଡି ଛାଡି ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ

 Breaking News

ବିଜେଡି ଛାଡି ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ

ବିଜେଡି ଛାଡି ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ
March 15
19:31 2024

ଭୁବନେଶ୍ବର, ୧୫/୩: ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଲୋକପ୍ରିୟ ଅଭିନେତା ଅରିନ୍ଦମ ରାୟ।
ସେ ଆଜି ବିଜେଡିର ସଭ୍ୟ ପଦରୁ ଇସ୍ତଫା ଦେଲା ପରେ ବିଜେପିରେ ସାମିଲ ହୋଇଛନ୍ତି। ସେ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ନେଇ ଚିଠି ଲେଖିଥିଲେ। ଚିଠି ଲେଖିବାର କିଛି ସମୟ ପରେ ସେ ବିଜେପିରେ ଯୋଗ ଦେଇଛନ୍ତି।
ଇସ୍ତଫାପତ୍ରରେ ଅରିନ୍ଦମ ଲେଖିଥିଲେ, ମୁଁ ୨୦୦୯ ମସିହାରେୁ ବିଜେଡିରେ ଯୋଗଦେଇଥିଲି। ୨୦୧୪ ନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ କାମ କରିଛି।
କଟକ, ତିର୍ତ୍ତୋଲ ସହିତ କୋରାପୁଟରେ ଜିଲ୍ଲା ପରିଷଦ ଓ ମ୍ୟୁନିସିପାଲିଟି ନିର୍ବାଚନରେ ତୃଣମୂଳ ସ୍ତରରେ କାମ କରିଛି। ମୁଁ ମୋ ଦଳର ନେତାଙ୍କୁ ଭେଟିବାକୁ ଉଦ୍ୟମ କରିଛି।
କିନ୍ତୁ ସେହି ସୁଯୋଗ ପାଇପାରି ନାହିଁ। ସେ ଇସ୍ତଫା ପତ୍ରରେ ନିଜର କ୍ଷୋଭ ପ୍ରକାଶ କରିଥିଲେ। ତାଙ୍କ କାର‌୍ୟ୍ୟକୁ ଦଳରେ ମର‌୍ୟ୍ୟାଦା ମିଳୁନଥିଲା।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930