Indus Valley Times

ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ ଓଡ଼ିଶାର ଅର୍ପିତା ଅପରାଜିତା ବଡ଼ଜେନା

 Breaking News

ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ ଓଡ଼ିଶାର ଅର୍ପିତା ଅପରାଜିତା ବଡ଼ଜେନା

ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ ଓଡ଼ିଶାର ଅର୍ପିତା ଅପରାଜିତା ବଡ଼ଜେନା
July 14
20:06 2021

ଭୁବନେଶ୍ବର, ୧୪/୭ : ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବରେ ଓଡିଶାର ଅର୍ପିତା ଅପରାଜିତା ବଡଜେନା ନିଯୁକ୍ତ ହୋଇଛନ୍ତି ।
ବିଜେପି ସଭାପତି ଜେପି ନଡ୍ଡାଙ୍କ ସୁପାରିଶ କ୍ରମେ ଅର୍ପିତା ବଡଜେନାଙ୍କୁ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବରେ ମନୋନୀତ କରାଯାଇଛି ବୋଲି ରାଜ୍ୟ ବିଜେପି ଟୁଇଟ କରି ଜଣାଇଛି ।
ତେଜସ୍ୱୀ ସୂର୍ଯ୍ୟଙ୍କ ନେତୃତ୍ୱରେ ନୂତନ ବିଜୟୀ ଦଳରେ ଯୋଗ ଦେଇଥିବା ସାତଜଣ ନେତାଙ୍କ ମଧ୍ୟରେ ଅର୍ପିତା ବଡଜେନା ଅଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031