Indus Valley Times

ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ଦେହାନ୍ତ

 Breaking News

ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ଦେହାନ୍ତ

November 02
13:41 2020

ଭୁବନେଶ୍ବର,୨/୧୧: ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଯାଇଛି। ୭୨ବର୍ଷ ବୟଷରେ ଜଟଣୀ ସ୍ଥିତ ଘରେ ବସିଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି।
ଅନେକ ସୁପର ହିଟ୍ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି ରାଜୁ ମିଶ୍ର । ହିଟ୍ ଫିଲ୍ମ ମଧ୍ୟରେ ରହିଛି ମମତା ମଗେ ମୂଲ, ପୁଅ ମୋର କଳା ଠାକୁର ,ସତ ମିଛ,ଉଲକା,ସାଗର ଗଙ୍ଗା , ପଥର ଖସିଛି ବଡ଼ ଦେଉଳୁ ଭଳି ହିଟ୍ ଫିଲ୍ମ ଦେଇଛନ୍ତି । ଏଥି ସହ ଜୟଦେବ ସମ୍ମାନରେ ସହ ଅନେକ ପୁରସ୍କାର ଲାଭ କରିଛନ୍ତି ରାଜୁ ମିଶ୍ର । ରାଜୁଙ୍କ ବିୟୋଗରେ ଓଡ଼ିଆ ଫିଲ୍ମ ଜଗତର ଶୋକର ଛାୟା ଖେଳିଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031