Indus Valley Times

ବିଷ ହୋଇଗଲା ପାଳଙ୍ଗ ଚିକେନ୍! ଗୋଟିଏ ପରିବାର ୩ ମୃତ

 Breaking News

ବିଷ ହୋଇଗଲା ପାଳଙ୍ଗ ଚିକେନ୍! ଗୋଟିଏ ପରିବାର ୩ ମୃତ

ବିଷ ହୋଇଗଲା ପାଳଙ୍ଗ ଚିକେନ୍! ଗୋଟିଏ ପରିବାର ୩ ମୃତ
December 22
12:34 2025

ଅନୁଗୋଳ,୨୨/୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ତେବେ ମୃତକଙ୍କ ମଧ୍ୟରେ ମାଆ ଏବଂ ଦୁଇ ପୁଅ ରହିଛନ୍ତି । ଢେଙ୍କାନାଳ ଜିଲ୍ଲାର କଣ୍ଟାବଣିଆ ଥାନା ଇଟାପ ଗାଁରେ ଏହି ଅଘଟଣ ଘଟିଛି ।
ଖବର ଅନୁସାରେ, ପରିବାରର ସମସ୍ତେ ପାଳଙ୍ଗ ଶାଗ ଏବଂ ଚିକେନ ଖାଇଥିଲେ । ଏହାପରେ ଅସୁସ୍ଥ ହେବା କାରଣରୁ ହସ୍ପିଟାଲ ଯାଇଥିଲେ । ତେବେ ଅନୁଗୋଳ ମେଡିକାଲରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ତେବେ କିପରି ହଠାତ୍ ମୃତ୍ୟୁ ହେଲା ଏବଂ ଶାଗ, ପାଳଙ୍ଗରେ କଣ ମିଶିଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031